ଆଲୁମିନିୟମ୍ ଉତ୍ପାଦକ କମ୍ପାନୀ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାର ଯୁବବର୍ଗଙ୍କ ପାଇଁ ନିଯୁକ୍ତିର ନୂଆ ବାଟ

Jul 01, 2026 - 22:49

ଝାରସୁଗୁଡ଼ା : ଦେଶର ଅଗ୍ରଣୀ ଆଲୁମିନିୟମ୍ ଉତ୍ପାଦକ କମ୍ପାନୀ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାର ଯୁବବର୍ଗଙ୍କ ପାଇଁ ନିଯୁକ୍ତିର ନୂଆ ବାଟ ଫିଟିଛି। ସ୍ଥାନୀୟ କୋଇଲା ଖଣି ଅଞ୍ଚଳରେ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ଆବାସିକ ଦକ୍ଷତା ତାଲିମ କେନ୍ଦ୍ର ‘ବେଦକ୍ଷତା’।

ଏହି କାର୍ଯ୍ୟକ୍ରମ ଗ୍ରାମୀଣ ଯୁବବର୍ଗଙ୍କ ମଧ୍ୟରେ ବୈଷୟିକ ଦକ୍ଷତା ବୃଦ୍ଧି ସହ କାର୍ଯ୍ୟସ୍ଥଳୀ ପାଇଁ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରୁଛି।