ବର୍ଷାଦିନେ ମୋବାଇଲରୁ ଶୀଘ୍ର ସରିଯାଏ ଚାର୍ଜ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

Jul 18, 2026 - 11:17
ବର୍ଷାଦିନେ ମୋବାଇଲରୁ ଶୀଘ୍ର ସରିଯାଏ ଚାର୍ଜ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ବର୍ତ୍ତମାନ ବର୍ଷା ଋତୁ ଚାଲିଛି। ଏହି ଋତୁ ଗରମରୁ ମୁକ୍ତି ପ୍ରଦାନ କରୁଥିବା ବେଳେ, ଅନେକ ଇଲେକ୍ଟ୍ରୋନିକ୍ସ ଶୀଘ୍ର ଖରାପ ହୋଇଯାଏ। ପ୍ରାୟତଃ ଦେଖାଯାଏ ଯେ, ବର୍ଷା ଋତୁରେ ସ୍ମାର୍ଟଫୋନ୍‌ ବ୍ୟାଟେରି ଶୀଘ୍ର ଶୁଖିଯାଏ। ଲୋକମାନେ ଭାବନ୍ତି ଯେ, ସେମାନଙ୍କର ବ୍ୟାଟେରି ଖରାପ ହୋଇଯାଇଛି କିମ୍ବା ସେମାନଙ୍କର ଫୋନ୍‌ ଖରାପ ଅଛି। ତେବେ ଜାଣନ୍ତୁ ଏହାର ପ୍ରକୃତ କାରଣ…

ବର୍ଷା ଋତୁରେ ବାୟୁରେ ଆର୍ଦ୍ରତା ବହୁତ ବୃଦ୍ଧି ପାଏ। ଏହି ବର୍ଦ୍ଧିତ ଆର୍ଦ୍ରତା ଇଲେକ୍ଟ୍ରୋନିକ ଡିଭାଇସଗୁଡ଼ିକର ସର୍କିଟ ଏବଂ ବ୍ୟାଟେରି କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ। ନିୟମିତ ପରିବର୍ତ୍ତନଶୀଳ ତାପମାତ୍ରା ଲିଥିୟମ-ଆୟନ ବ୍ୟାଟେରିର କାର୍ଯ୍ୟଦକ୍ଷତାକୁ ମଧ୍ୟ ପ୍ରଭାବିତ କରେ। ଏପରି ପରିସ୍ଥିତିରେ, ଶୁଖିଲା ପାଗରେ ବ୍ୟାଟେରିଗୁଡ଼ିକ ଯେତିକି ନଷ୍ଟ ହୋଇ ନ ଥାଏ ବର୍ଷାଦିନେ ଅଧିକ ନଷ୍ଟ ହୋଇଥାଏ।

Tech Tips: बारिश के मौसम में हवा में नमी काफी बढ़ जाती है. अब ज्यादा नमी इलेक्ट्रॉनिक डिवाइस के अंदर मौजूद सर्किट और बैटरी के परफॉर्मेंस को प्रभावित कर सकती हैं.

ଏହା ବ୍ୟତୀତ ବର୍ଷାଋତୁରେ ଫାନ୍‌ରେ ନେଟ୍‌ଓ୍ବର୍କ୍‌ ସମସ୍ୟା ଦେଖାଦେଇଥାଏ। ଏପରି ପରିସ୍ଥିତିରେ ଲୋକେ ଲଗାତର ନେଟ୍‌ଓ୍ବର୍କ ଖୋଜିଥାନ୍ତି। ଏହାଦ୍ୱାରା ବ୍ୟାଟେରି ଉପରେ ଅଧିକ ପ୍ରଭାବ ପଡ଼େ। ପୂରା ପ୍ରୋସେରେ ଫୋନ୍‌ର ପ୍ରୋସେସର ଏବଂ ବ୍ୟାଟେରି ଉଭୟ ଶକ୍ତି ବ୍ୟବହାର ହୁଏ। ଯାହା ଫଳରେ ବ୍ୟାଟେରି ଶୀଘ୍ର ଶେଷ ହୋଇଯାଏ।

वहीं, मानसून में अक्सर रोशनी कम होती है. ऐसे में कई यूजर्स स्क्रीन की ब्राइटनेस बढ़ा देते हैं ताकि डिस्प्ले साफ दिखाई दे. बता दें कि हाई ब्राइटनेस सबसे ज्यादा फोन की बैटरी खत्म करने का काम करती है. इसके अलावा मौसम, लोकेशन, क्लाउड सिंक और अन्य बैकग्राउंड ऐप्स लगातार चलते रहते हैं जिससे बैटरी पर एक्सट्रा दबाव पड़ता है.

ଏହା ବ୍ୟତୀତ ବର୍ଷାଦିନେ ଫୋନ୍‌ର ଆଲୋକ କମ୍‌ ହୋଇଥାଏ। କିଛି ୟୁଜର ବ୍ରାଇଟ୍‌ନେସ୍‌ ବଢ଼ାଇଥାନ୍ତି। ଯାହା ଫଳରେ ବ୍ୟାଟେରି ଶ୍ରୀଘ ସରିଯାଏ। ଏସବୁ ପରେ ପାଗ, ଲୋକେସନ ଏବଂ ବ୍ୟାକ୍‌ଗ୍ରାଉଣ୍ଡ ଆପ୍ସ ଲଗାତର ଚାଲିଥାଏ ଯାହା ଦ୍ୱାରା ଚାର୍ଜ ଶୀଘ୍ର ଶେଷ ହୋଇଯାଏ।

बरसात के मौसम में भी आप अपनी बैटरी को लंबे समय तक इस्तेमाल कर सकते हैं. इसके लिए स्क्रीन ब्राइटनेस को ऑटो मोड पर रखें. जरूरत न होने पर ब्लूटूथ, GPS और 5G जैसी सर्विसेज को बंद रखें. इसके अलावा बैकग्राउंड में चल रहे बेकार के ऐप्स को बंद करें. कमजोर नेटवर्क वाले क्षेत्रों में जरूरत पड़ने पर एयरप्लेन मोड का इस्तेमाल करें.

ବ୍ୟାଟେରିକୁ ଦୀର୍ଘ ସମୟ ଚାର୍ଜ ରଖିବାକୁ ଚାହୁଁଥିଲେ ସ୍କ୍ରିନ୍‌ ବ୍ରାଇଟ୍‌ନେସ୍‌କୁ ଅଟୋ ମୋଡ୍‌ରେ ରଖନ୍ତୁ। ଜରୁରୀ ନ ଥିଲେ ବ୍ଲୁଟୁଥ୍‌, ଜିପିଏସ୍‌ ଏବଂ ୫-ଜି ପରି ସର୍ଭିସକୁ ବନ୍ଦ ରଖନ୍ତୁ। ଏହା ବ୍ୟତୀତ ବ୍ୟାକ୍‌ଗ୍ରାଉଣ୍ଡରେ ଅଦରକାରୀ ଆପ୍ସକୁ ବନ୍ଦ କରନ୍ତୁ। କମ୍‌ ନେଟ୍‌ଓ୍ବର୍କ ଆସୁଥିବା ସ୍ଥାନରେ ଫୋନ୍‌କୁ ଏରୋପ୍ଲେନ୍‌ ମୋଡ୍‌ରେ ବ୍ୟବହାର କରନ୍ତୁ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।