New Bill: PM, CMs, Ministers to Lose Office if Jailed for 30 Days
#ପିଏମ୍_ସିଏମ୍_ପଦ_ଯିବ! ଏଣିକି ଆଇନ୍ ଅଧୀନରେ ରହିବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀ । ଲଗାତାର ୩୦ ଦିନ ଜେଲରେ ରହିଲେ ଇସ୍ତଫା ନ ଦେଲେ ବି ପଦ ରଦ୍ଦ ହେବ । ଏନେଇ ଆଜି ସଂସଦରେ ବିଲ୍ ଆଗତ ହୋଇଛି।

Disclaimer: This content has been automatically aggregated from televison for informational purposes. To read the original article, please visit televison.
Home