Nation in Festive Mode for Ganesh Chaturthi — School Children Worship Vidyadata Ganpati
‘#ଆମ_କଲୁ_ଗଣେଶ_ପୂଜା’ ଆଜି ଅଗ୍ରପୂଜ୍ୟ ବିଘ୍ନହର୍ତ୍ତା ଗଜାନନଙ୍କ ଆରାଧନା। ପ୍ରଭୁ ଶ୍ରୀଗଣେଶଙ୍କ ଆବାହନ ପାଇଁ ସାରା ରାଜ୍ୟ, ସାରା ଦେଶ ଉତ୍ସବ ମୁଖର। ଚହଟା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପିଲାମାନେ କଲେ ବିଦ୍ୟାଦାତା ଗଣପତିଙ୍କ ପୂଜା। #

Disclaimer: This content has been automatically aggregated from televison for informational purposes. To read the original article, please visit televison.
Home