Muslims perform Chhera Pahanra: ଓଡ଼ିଶାର ଏହି ସ୍ଥାନରେ ମୁସଲିମ୍ କରନ୍ତି ଛେରା ପହଁରା, କାରଣ କରିବ ଆଶ୍ଚର୍ଯ୍ୟ

Jul 16, 2026 - 09:29
Muslims perform Chhera Pahanra: ଓଡ଼ିଶାର ଏହି ସ୍ଥାନରେ ମୁସଲିମ୍ କରନ୍ତି ଛେରା ପହଁରା, କାରଣ କରିବ ଆଶ୍ଚର୍ଯ୍ୟ

"ଝାରସୁଗୁଡ଼ାର ଲଖନପୁର ବ୍ଲକରେ ଅଛି ରେମଣ୍ଡା ଗାଁ, ଯେଉଁଠି ଦେଖିବାକୁ ମିଳେ ଧ‌ାର୍ମିକ ସଦ୍‌ଭାବନାର ନିଆରା ଉଦାହରଣ।

ଗୋଟିଏ ଗାଁରେ ହିନ୍ଦୁ-ମୁସଲିମ୍ ଭାଇ ଭାଇ ହୋଇ ରହିବା ଏବଂ ରଥଯାତ୍ରା ଭଳି ବିଶ୍ବପ୍ରସିଦ୍ଧ ପର୍ବକୁ ସାଙ୍ଗରେ ପାଳନ କରିବାର ଦୃଶ୍ୟ ନିଆରା ନିଶ୍ଚୟ।

ବ୍ରିଟିଶ ଅମଳରୁ ଏହି ଗାଁରେ ରଥଯାତ୍ରାକୁ ଧୁମଧାମରେ ପାଳନ କରାଯାଉଛି।

ପ୍ରତି ବର୍ଷ ଜଣେ ମୁସଲିମ୍ ହିଁ ରଥର ଛେରାପହଁରା କରନ୍ତି।

ଏହା ପଛରେ ଏକ ବଡ଼ କାରଣ ମଧ୍ୟ ରହିଛି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।