Moving Bus Catches Fire at Gadakhordha Chhak, All Passengers Safe
#ଜଳିଗଲା_ଆମ_ବସ୍ ଖୋର୍ଦ୍ଧା ଗଡ଼ଖୋର୍ଦ୍ଧା ଛକରେ ଜଳିଗଲା ଆମ ବସ୍ । ଚଳନ୍ତା ବସରେ ନିଆଁ ଲାଗିଥିବା ସୂଚନା। କେମିତି ଲାଗିଲା ନିଆଁ କାରଣ ଅସ୍ପଷ୍ଟ। ଯାତ୍ରୀଙ୍କୁ ତଳକୁ ଓହ୍ଲାଇ ବସ୍ ଖାଲି କରାଗଲା। କୌଣସି ଯାତ୍ରୀ ଆହତ ହୋଇ ନଥିବା ସୂଚନା ।

Disclaimer: This content has been automatically aggregated from televison for informational purposes. To read the original article, please visit televison.
Home