Maoist camp bust: ଭୁଶୁଡ଼ିଲା ଲାଲ ଦୁର୍ଗ। ଧ୍ୱଂସ ହେଲା ମାଓ କ୍ୟାମ୍ପ
ଭୁଶୁଡ଼ିଲା ଲାଲ ଦୁର୍ଗ। ଧ୍ୱଂସ ହେଲା ମାଓ କ୍ୟାମ୍ପ
ଭୁଶୁଡ଼ିଲା ଲାଲ ଦୁର୍ଗ। ଧ୍ୱଂସ ହେଲା ମାଓ କ୍ୟାମ୍ପ
ଭୁଶୁଡ଼ିଲା ଲାଲ ଦୁର୍ଗ। ଧ୍ୱଂସ ହେଲା ମାଓ କ୍ୟାମ୍ପ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ । ପୋଲିସ ଗୁଳିରେ କିଛି ମାଓବାଦୀ ମୃହାହତ ହୋଇଥିବା ସୂଚନା ମିଳିଛି । STF, DRG ଏବଂ ITBP ଯବାନଙ୍କ ପକ୍ଷରୁ ମିଳିତ ଭାବେ ମାଓ ବିରୋଧୀ ଅପରେସନ କରାଯାଇଥିଲା।
ଘଟଣାସ୍ଥଳରୁ ଶହେରୁ ଅଧିକ ଅତ୍ୟାଧୁନିକ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ପୋରକ ଜବତ ହୋଇଛି। LMG, AK-47 ରାଇଫଲ୍, ଇନସାସ୍, SLR, ଷ୍ଟେନ୍ଗନ୍ ସହ ଡେଟୋନେଟର ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏଥିସହ ୩ଶହରୁ ଅଧିକ ମାଓ ସାମଗ୍ରୀ ଜବତ କରାଯାଇଛି। ଯବାନମାନେ ଲଗାତାର ୫ ଦିନ ଧରି ମାଓ ଦମନ ଅପରେସନ ଚଳାଇ ଆସିଥିଲେ ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
