Man run over by truck in Ganjam’s Dhougaon Chhak, dies on spot
#ଜଣକ_ଉପରେ_ଚଢ଼ିଗଲା_ ଦୋକାନ_ଉପରେ_ମାଡ଼ିଗଲା ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଢ଼ଉଗାଁ ଛକରେ ସକାଳୁ ସକାଳୁ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଶୌଚ ହେବାକୁ ଯାଉଥିବା ଜଣେ ବ୍ୟକ୍ତି ଉପରେ ଟ୍ରକ ଚଢ଼ିବା ପରେ ଘଟଣା ସ୍ଥଳରେ ତାଙ୍କର ଜୀବନ ଯାଇଛି ।

Disclaimer: This content has been automatically aggregated from televison for informational purposes. To read the original article, please visit televison.
Home