Mamata Panda of Bhanjanagar Becomes Security Guard at SCB Medical College to Fund Son’s Treatment
#ମାଆ_ପରି_କିଏ_ହେବ? ସନ୍ତାନ ପାଇଁ ମା’ଟିଏ କ’ଣ କରିପାରେ, କେତେ ଯେ ସଂଘର୍ଷ କରିପାରେ। ବୋଧହୁଏ ଆଉ କେହି କରିପାରିବେ ନାହିଁ। ସ୍ବାମୀଙ୍କୁ ହରାଇବା ପରେ ପୁଅର ଦାୟିତ୍ବ ମୁଣ୍ଡାଇଥିବା ମା’ଟିଏ ଆଜି ଯାହା କରିଦେଖାଇଛି, ଆପଣଙ୍କୁ ଦୋହଲାଇ ଦେବ।

Disclaimer: This content has been automatically aggregated from televison for informational purposes. To read the original article, please visit televison.
Home