Major Flood Threat in Baitarani as River Levels Rise Above Danger Mark

Jul 28, 2026 - 21:20
Major Flood Threat in Baitarani as River Levels Rise Above Danger Mark

ବୈତରଣୀରେ ଆସୁଛି ବଡ଼ ବନ୍ୟା । ଉପରମୁଣ୍ଡରେ ବାଦଲଫଟା ବର୍ଷା ପରେ ଫୁଲୁଛି ନଦୀ । ବୈତରଣୀ, ସାଳନ୍ଦୀ ଓ ଜଳକାରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । କ୍ରମାଗତ ଭାବେ ଜଳସ୍ତର ବଢୁଥିବାରୁ ବୈତରଣୀ ଅବବାହିକାରେ ବନ୍ୟା ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ତେଣେ ବନ୍ୟା ମୁକାବିଲା ଲାଗି ପ୍ରଶାସନ ଆଲର୍ଟ ଅଛି ବୋଲି ରାଜସ୍ବ ମନ୍ତ୍ରୀ କହିବା ସହ ଭୟଭୀତ ନ ହେବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ସେପଟେ ଆସନ୍ତାକାଲି ବି ରାଜ୍ୟର ୪ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।...
#OdishaFlood#FloodAlert#OdishaWeather#BaitaraniRiver#HeavyRain#RedWarning#OdishaTV#OTV

A major flood threat is looming over the Baitarani basin after intense rainfall in the upper catchment caused river levels to rise sharply. The Baitarani, Salandi and Jalaka rivers are flowing above the danger mark, prompting the Water Resources Department to warn of possible flooding in the region.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।