Literature: କବିତା ଭ୍ରମ: କବି ସୌଭାଗ୍ୟବନ୍ତ ମହାରଣାଙ୍କ କଲମରୁ ନିଃସୃତ...

Jul 23, 2026 - 17:02
Literature: କବିତା ଭ୍ରମ: କବି ସୌଭାଗ୍ୟବନ୍ତ ମହାରଣାଙ୍କ କଲମରୁ ନିଃସୃତ...

"ଭ୍ରମ ସୌଭାଗ୍ୟବନ୍ତ ମହାରଣା ଭ୍ରମରେ ପଡ଼ିଯାଇଥିଲି ବୋଲି ତଚିହ୍ନିପାରିଲି ନାହିଁଆତ୍ମୀୟ ପବନକୁଦେହ ଭିତରର ନିରବତାକୁ।ବେଦନାବୋଧର ଚିତ୍ରଆଙ୍କିସାରିବା ପରେକାନ୍‌ଭାସକୁ ବୁଝିବା ଭଳି ଲୋକମିଳିଲେ ନାହିଁ ଆଖପାଖରେ।Advertisment ଆହୁରି ପଢ଼ନ୍ତୁ- OFSDS website launch: ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ନେଉଛି ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିଜ ଭିତରକୁ ଉଖାରି ନେଲିରଙ୍ଗ ଓ ରହସ୍ୟର ମୂଳ ସୂତ୍ରରେଚିତ୍ରକରର ଚେତନା ଛୁଇଁବାକୁ।ଭ୍ରମରେ ଖୋଜି ବସିଲିମୋ ପାପବୋଧର ସଂଜ୍ଞାନଷ୍ଟ ହେବାର ଉପାୟଜୀବନ ଓ ଜିଜୀବିଷାର ମୋହ।

ଆହା, ମୋ ରକ୍ତକୁ ଚିହ୍ନିପାରିଲିନିନିଜ ଭିତରେ ନିଜକୁ ସନ୍ଦେହ କରିସତ ମିଛର ଖେଳରେ।ପବନ, ନିରବତା ଓ ନିର୍ଜନତାଏତେ ପାଖରେ ଥାଇ ବିଦେହ ଭିତରେ ଖଞ୍ଜିଦେଲିକିଛି ମୁଗ୍ଧ ଅନୁଭବ, କିଛି ବିଚିତ୍ର ବିଭବକିଛି ଅଲୌକିକ ସ୍ୱଭାବ।

ଆହୁରି ପଢ଼ନ୍ତୁ- Bhadrak Tipper Owners ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜିଲା ବିକାଶ ପରିଷଦ ଓ ଜିଲା ଟିପର ମାଲିକ ସଂଘର ବିକ୍ଷୋଭ ଦେଖୁ ଦେଖୁ ଉତ୍ସବ ମୁଖର ହେଲିପବନରେ, ନିରବତାରେ, ନିର୍ଜନତାରେମୋହଭଙ୍ଗର ସ୍ଥିତପ୍ରଜ୍ଞାରେ।ଏଇନେ, ଆକାଶ ମୋ ହାତ ମୁଠାରେ ଉଡ଼ାଣଖୋର ପକ୍ଷୀର କାକଳିମୋ ସତେଜ ରକ୍ତର ସିମ୍ଫୋନୀରେଚିତ୍ରକରର ସୃଜନୀ ସକାଳର ରଙ୍ଗମୋ କାନ୍‌ଭାସର ପ୍ରତିଟି ଅଣୁରେ।

ମୋ: ୯୪୩୭୪୫୭୭୩୬ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।