Janhvi Danced, Radhika Grooved : ନାଚିଲେ ଜାହ୍ନବୀ, ଝୁମିଲେ ରାଧିକା

Jul 16, 2026 - 11:46
Janhvi Danced, Radhika Grooved : ନାଚିଲେ ଜାହ୍ନବୀ, ଝୁମିଲେ ରାଧିକା

"ଅମ୍ବାନୀ ପରିବାରର ସବୁଠାରୁ ସାନ ବୋହୂ ହେଉଛନ୍ତି ରାଧିକା ଅମ୍ବାନୀ।

ବିବାହ ପରଠାରୁ ସେ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି।

କେତେବେଳେ ତାଙ୍କ ଡ୍ରେସ୍ କୁ ନେଇ ତ ଆଉ କେତେବେଳେ ତାଙ୍କ ଗହଣାକୁ ନେଇ ଚର୍ଚ୍ଚା ହୋଇଥାଏ।

ଏବେ ପୁଣି ତାଙ୍କ ଡ୍ୟାନ୍ସକୁ ନେଇ ସେ  ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସହ ତାଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ଭିଡିଓରେ ଦୁହେଁ ମନଖୋଲି ନାଚୁଥିବାର  ଦେଖିବାକୁ ମିଳିଛି।

ଜାହ୍ନବୀ ଓ ରାଧିକାଙ୍କ ଏହି ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।