Jagannath’s Broken Tahia: କାହିଁକି ଭାଙ୍ଗିଲା ଜଗନ୍ନାଥଙ୍କ ଟାହିଆ? କାରଣ କହିଲେ ଟାହିଆ ତିଆରି କରିଥିବା କାରିଗର

Jul 18, 2026 - 13:48
Jagannath’s Broken Tahia: କାହିଁକି ଭାଙ୍ଗିଲା ଜଗନ୍ନାଥଙ୍କ ଟାହିଆ? କାରଣ କହିଲେ ଟାହିଆ ତିଆରି କରିଥିବା କାରିଗର

କାହିଁକି ଭାଙ୍ଗିଲା ଜଗନ୍ନାଥଙ୍କ ଟାହିଆ। ଟାହିଆ ତିଆରି କାରିଗର କହିଲେ କାରଣ। ରାଘବଦାସ ମଠରୁ ମନ୍ଦିର ପର୍ଯ୍ୟନ୍ତ ଟାହିଆ ନିଆଯାଇଥିଲ। ଫଳରେ ଟାହିଆରେ ଲାଗିଥିବା ସୋଲ ସବୁ ବର୍ଷାରେ ଭିଜି ଯାଇଥିଲା । ଆଗରୁ ଡାକି ଦେଇଥିବାରୁ ଦୀର୍ଘ ୪୫ ମିନିଟ୍ ମଧ୍ୟ ବର୍ଷାରେ ଟାହିଆ ଧରି ଛିଡ଼ା ହୋଇଥିଲୁ। ତେଣୁ ଟାହିଆର ଓଜନ ବଢ଼ି ଯାଇଥିଲା।

ଟାହିଆରେ ତୀର ସଦୃଶ ବାଉଁଶ ମଧ୍ୟ ବ୍ୟବହାର ହୋଇଥାଏ। ତେଣୁ ପହଣ୍ଡି ସମୟରେ ସେହି ତୀର ସଦୃଶ ବାଉଁଶ କୌଣସି ସେବାୟତଙ୍କ ଦେହରେ ବାଜି ରକ୍ତ ବାହାରିଯିବ ତେଣୁ ମହାପ୍ରଭୁଙ୍କ ଟାହିଆ ଖୋଲି ଦିଆଯାଇଥିଲା ବୋଲି କହିଛନ୍ତି ଟାହିଆ କାରିଗର ।

କାହିଁକି ଭାଙ୍ଗିଲା ଜଗନ୍ନାଥଙ୍କ ଟାହିଆ?
ଟାହିଆ ତିଆରି କାରିଗର କହିଲେ କାରଣ
ଟାହିଆରେ ଲାଗିଥିବା ସୋଲ ସବୁ ଭିଜି ଯାଇଥିଲା 
୪୫ ମିନିଟ୍ ବର୍ଷାରେ ଟାହିଆ ଧରି ଛିଡ଼ା ହୋଇଥିଲୁ
ତେଣୁ ଟାହିଆର ଓଜନ ବଢ଼ି ଯାଇଥିଲା
ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଟାହିଆ ଖୋଲା ଯାଇଥିଲା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।