25 JULY 2026

Welcome!

Unlock your personalized experience.
Sign Up

IND vs ZIM T20I: ଜିମ୍ବାୱେ ଆଗରେ ୨୨୦ ରନ୍‌ର ବିଜୟ ଲକ୍ଷ୍ୟ, ଈଶାନ-ତିଲକଙ୍କ ବିସ୍ଫୋରକ ବ୍ୟାଟିଂ

Jul 25, 2026 - 18:21
IND vs ZIM T20I: ଜିମ୍ବାୱେ ଆଗରେ ୨୨୦ ରନ୍‌ର ବିଜୟ ଲକ୍ଷ୍ୟ, ଈଶାନ-ତିଲକଙ୍କ ବିସ୍ଫୋରକ ବ୍ୟାଟିଂ

ହରାରେ: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଦ୍ବିତୀୟ ଟି୨୦ ମ୍ୟାଚ୍‌ ହରାରେ ସ୍ପୋଟ୍‌ର୍ସ କ୍ଲବରେ ଶନିବାର ଦିନ ଖେଳାଯାଉଛି। ଏହି ମୁକାବିଲାରେ ଘରୋଇ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଈଶାନ କିଶନ ଏବଂ ତିଲକ ବର୍ମାଙ୍କ ବିସ୍ଫୋରକ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୨୧୯ ରନ୍‌ ସଂଗ୍ରହ କରିଛି। ଜିମ୍ବାୱେକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୨୨୦ ରନ୍‌ର ଲକ୍ଷ୍ୟ ମିଳିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।