Hundreds Queue Overnight at Asika Cooperative for Fertiliser
ଚିନ୍ତା ବଢାଉଛି ସାର ଅଭାବ । ଆଜି ବି ଆସିକାରେ ସାର ପାଇଁ ଲମ୍ବା ଧାଡ଼ି । ରାତିରୁ ଆସିକା ବହୁମୁଖୀ କେନ୍ଦ୍ର ସମବାୟ ସମିତି ଆଗରେ ଲାଇନ୍ ଲଗାଇଛନ୍ତି ଶହଶହ ଚାଷୀ । #OdishaNews_Asika #Agriculture_Odisha #FarmersCrisis #Fertiliser

Disclaimer: This content has been automatically aggregated from televison for informational purposes. To read the original article, please visit televison.
Home