Hrithik:୫୧ ବର୍ଷ ବୟସରେ ବି ଏଭଳି ଫିଗର, ବ୍ୟକ୍ତିଗତ ଶେଫ ଯାହା କହୁଛନ୍ତି ଶୁଣିଲେ ମୁଣ୍ଡରେ ହାତ ଦେବେ

ବଲିଉଡର ଗ୍ରୀକ ଗଡ କୁହାଯାଉଥିବା ହ୍ରିତିକ ରୋଶନଙ୍କର ଫିଟ ଶରୀର ଏବଂ ତାଙ୍କ ଫିଲ୍ମ "War 2"ର ଲୁକର ସମସ୍ତେ ଦିୱାନା ହୋଇଛନ୍ତି । ତାଙ୍କର ଏହି ଆକର୍ଷଣୀୟ ଫିଗର ରାତାରାତି ତିଆରି ହୋଇନାହିଁ। ଏହା ପଛରେ ରହିଛି ତାଙ୍କର କଠିନ ବ୍ୟାୟାମ ରୁଟିନ

21 August 2025 09:50 PM IST
Hrithik:୫୧ ବର୍ଷ ବୟସରେ ବି ଏଭଳି ଫିଗର, ବ୍ୟକ୍ତିଗତ ଶେଫ ଯାହା କହୁଛନ୍ତି ଶୁଣିଲେ ମୁଣ୍ଡରେ ହାତ ଦେବେ

ବଲିଉଡର ଗ୍ରୀକ ଗଡ କୁହାଯାଉଥିବା ହ୍ରିତିକ ରୋଶନଙ୍କର ଫିଟ ଶରୀର ଏବଂ ତାଙ୍କ ଫିଲ୍ମ "War 2"ର ଲୁକର ସମସ୍ତେ ଦିୱାନା ହୋଇଛନ୍ତି । ତାଙ୍କର ଏହି ଆକର୍ଷଣୀୟ ଫିଗର ରାତାରାତି ତିଆରି ହୋଇନାହିଁ। ଏହା ପଛରେ ରହିଛି ତାଙ୍କର କଠିନ ବ୍ୟାୟାମ ରୁଟିନ ଏବଂ ଏକଦମ ସନ୍ତୁଳିତ ଖାଦ୍ୟପେୟ।

ବଲିଉଡର ଗ୍ରୀକ ଗଡ କୁହାଯାଉଥିବା ହ୍ରିତିକ ରୋଶନଙ୍କର ଫିଟ ଶରୀର ଏବଂ ତାଙ୍କ ଫିଲ୍ମ "War 2"ର ଲୁକର ସମସ୍ତେ ଦିୱାନା ହୋଇଛନ୍ତି । ତାଙ୍କର ଏହି ଆକର୍ଷଣୀୟ ଫିଗର ରାତାରାତି ତିଆରି ହୋଇନାହିଁ। ଏହା ପଛରେ ରହିଛି ତାଙ୍କର କଠିନ ବ୍ୟାୟାମ ରୁଟିନ ଏବଂ ଏକଦମ ସନ୍ତୁଳିତ ଖାଦ୍ୟପେୟ।

ନିକଟରେ ଏକ ସାକ୍ଷାତକାରରେ ତାଙ୍କ ବ୍ୟକ୍ତିଗତ ଶେଫ ଶୁଭମ ବିଶ୍ୱକର୍ମା ହ୍ରିତିକଙ୍କ ଖାଦ୍ୟ ସମ୍ବନ୍ଧୀୟ ଅନେକ ରହସ୍ୟର ଖୁଲାସା କରିଛନ୍ତି ।

hritik hritik

ପ୍ରତି ୩ ଘଣ୍ଟାରେ ଖାଦ୍ୟ

ଆଜିକାଲି ଯେଉଁଠି ଅନେକ ସେଲିବ୍ରିଟି One Meal A Day ଅନୁସରଣ କରୁଛନ୍ତି, ସେଠାରେ ହ୍ରିତିକଙ୍କ ଡାଏଟ କିଛି ଭିନ୍ନ । ଶୁଭମ କହିଛନ୍ତି ଯେ ହ୍ରିତିକ ଦିନରେ ପ୍ରତି ୨.୫ ରୁ ୩ ଘଣ୍ଟାରେ କିଛି ନା କିଛି ଖାଆନ୍ତି। ସେ ରାତି ୯ଟା ସୁଦ୍ଧା ଖାଦ୍ୟ ଶେଷ କରନ୍ତି ଏବଂ ତା’ପରେ ସକାଳ ପର୍ଯ୍ୟନ୍ତ ଉପବାସ ରୁହନ୍ତି । ସନ୍ତୁଳିତ ଖାଦ୍ୟ ଖାଇ ୫୧ ବର୍ଷ ବୟସରେ ମାଂସପେଶୀ ବୃଦ୍ଧି କରିବା ସହଜ ନୁହେଁ। ତେଣୁ ତାଙ୍କ ଥାଳିରେ ସବୁବେଳେ ପ୍ରୋଟିନ, କାର୍ବୋହାଇଡ୍ରେଟ, ଫାଇବର ଏବଂ ହେଲଦି ଫ୍ୟାଟ୍ ଥାଏ।

ମାଂସାହାରୀ ଖାଦ୍ୟ ଯେପରି ଅଣ୍ଡା, ଚିକେନ ଏବଂ ମାଛ (ଓମେଗା-୩ ପାଇଁ)

ସ୍ୱାସ୍ଥ୍ୟକର ବିକଳ୍ପ ଯେପରି ଦହି, ଓଟସ୍

ପ୍ରତ୍ୟେକ ଦିନ ଖାଆନ୍ତି -ବାଦାମ ଏବଂ ମଞ୍ଜି

ପ୍ରାକୃତିକ ଖାଦ୍ୟରୁ ପ୍ରୋଟିଦ ନିଅନ୍ତି -ଧଳା ମାଛ, ଅଣ୍ଡା, ଡାଲି, ରାଜମା ଏବଂ ଚଣା

hritik hritik

ଚିଟ୍ ମିଲ ମଧ୍ୟ ମଜାଦାର

ଏବେ ଆପଣ ଭାବୁଥିବେ ହ୍ରିତିକ କେବେ ଚିଟ୍ ମିଲ ନିଅନ୍ତି କି ନାହିଁ? ଶୁଭମ ହସି କହିଛନ୍ତି ଯେ ହ୍ରିତିକଙ୍କୁ ତନ୍ଦୁରୀ ଚିକେନ, BBQ ଚିକେନ, ନୋ-କାର୍ବ ବର୍ଗର ଏବଂ ବାଜରା ବେସରେ ତିଆରି ପିଜ୍ଜା ବହୁତ ପସନ୍ଦ। ଚିଟ ମିଲ ମଧ୍ୟ ଏମିତି ବାଛନ୍ତି ଯେପରି ସ୍ୱାଦ ଓ ସ୍ୱାସ୍ଥ୍ୟ ଉଭୟର ସନ୍ତୁଳନ ରହୁଛି।

କମ୍ଫର୍ଟ ଫୁଡ ଏକଦମ ଦେଶୀ

ଲୋକମାନେ ଭାବନ୍ତି ଯେ ହ୍ରିତିକ ଭାରତୀୟ ଖାଦ୍ୟ କମ୍ ଖାଆନ୍ତି। କିନ୍ତୁ ବାସ୍ତବତା ଅଲଗା। ତାଙ୍କର ପ୍ରିୟ ଖାଦ୍ୟ ହେଉଛି – ମୁଗ ଡାଲି, ଭେଣ୍ଡି ତରକାରୀ, ବାଜରା ରୁଟି ଏବଂ ଏକ ଦହି। ଅର୍ଥାତ୍ କମ୍ଫର୍ଟ ଫୁଡରେ ମଧ୍ୟ ଏକଦମ ସାଧାରଣ ବ୍ୟକ୍ତି ପରି। ଯଦି ମିଠାକୁ ନେଇ କଥା ହୁଏ, ତେବେ ହ୍ରିତିକଙ୍କୁ ପ୍ରୋଟିନ ବ୍ରାଉନି ପସନ୍ଦ। ଏହା ସ୍ୱାସ୍ଥ୍ୟକର ମଧ୍ୟ ଏବଂ ସ୍ୱାଦିଷ୍ଟ ମଧ୍ୟ।

hritik hritik

କେଉଁ ଜିନିଷଗୁଡ଼ିକରୁ ଦୂରେଇ ରୁହନ୍ତି?

ମଶରୁମ (ଯଦିଓ ସ୍ୱାସ୍ଥ୍ୟକର, କିନ୍ତୁ ପସନ୍ଦ ନୁହେଁ)

ରିଫାଇନ ସୁଗାର

ସିଡ୍ ଅଏଲ

ଗ୍ଲୁଟେନ

Disclaimer: This content has been automatically aggregated from television for informational purposes. To read the original article, please visit television.