Horoscope 2026 July 29: ଜାଣନ୍ତୁ ଆଜିର ରାଶିଫଳ...

Jul 29, 2026 - 00:10
Horoscope 2026 July 29: ଜାଣନ୍ତୁ ଆଜିର ରାଶିଫଳ...

"ମେ‌ଷ: ଆପଣଙ୍କ ମନ ଆନନ୍ଦିତ ରହିବ।

ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜର ମନର କଥା ସାଙ୍ଗଙ୍କୁ କହିବେ।

ବ୍ୟବସାୟରେ ଯଥେଷ୍ଟ ଲାଭ ହେବ।

ଶିକ୍ଷାର୍ଥୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

Advertisment ବୃଷ: ଲୋକମାନଙ୍କ ମଧ୍ୟରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ।

ବ୍ୟବସାୟୀଙ୍କ ଲାଗି ଦିନଟି ଭଲ।

ଚାକିରି ବଦଳାଇବା ପାଇଁ ସ୍ଥିର କରିପାରନ୍ତି।

ଜୀବନସାଥୀ ସହ ରାତ୍ରିଭୋଜନ ପାଇଁ ଯୋଜନା କରିବେ।

ମିଥୁନ: ଆପଣ ଭାବିଚିନ୍ତି ଫଇସଲା କରିବା ଦରକାର।

କାମରେ ଭାଇର ସହଯୋଗ ପାଇବେ।

କଥା କହିବା ବେଳେ ନିଜର ଶଦ୍ଦ ଉପରେ ଧ୍ୟାନ ଦିଅନ୍ତୁ।

ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ‌  କର୍କଟ: ଆପଣ ସବୁ ଦୃଷ୍ଟିରୁ ନିଶ୍ଚିତ ରହିବେ।

ମହିଳାଙ୍କ ଲାଗି ଦିନଟି ବହୁତ ଭଲ।

କ୍ୟାରିୟରରେ ଆଗକୁ ବଢ଼ିବେ।

ଛାତ୍ରଛାତ୍ରୀ କୌଣସି ବିଷୟରେ ଜାଣିବା ପାଇଁ ସହପାଠୀଙ୍କ ସହଯୋଗ ପାଇବେ।

ସିଂହ: ଯେଉଁମାନଙ୍କର କୋର୍ଟ କଚେରିରେ ମାମଲା ରହିଛି ସେମାନେ କାଗଜପତ୍ର ପ୍ରସ୍ତୁତ କରି ରଖନ୍ତୁ।

ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ।

ନୂଆ ଜିନିଷ ଉପରେ ବିଚାର କରିବେ। ‌କନ୍ୟା: ଅଧୁରା ଥିବା କାମ ନିର୍ଦ୍ଧାରିତ ସମୟରେ ପୂରା କରିପାରିବେ।

ଅଫିସରେ ନୂଆ ଦାୟିତ୍ବ ପାଇବେ।

ମନପସନ୍ଦ ଜାଗାକୁ ବଦଳିର ସୂଚନା ପାଇବ।

ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ଆହୁରି ପଢ଼ନ୍ତୁ- Income tax return data: ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ବିଲିଓନେୟାରଙ୍କ ସଂଖ୍ୟା ଚାରିଗୁଣରୁ ଅଧିକ ବୃଦ୍ଧି ପାଇଛି ତୁଳା: ପୂରା ଦିନ ଆପଣଙ୍କ ମନରେ ପ୍ରସନ୍ନତା ବଜାୟ ରହିବ।

ନୂଆ କାରବାର ପାଇଁ ଭଲ ମଉକା ପାଇବେ।

ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ଯୋଗ ଅଛି।

ସମ୍ବନ୍ଧରେ ମଧୁରତା ବଢ଼ିବ। ‌ ବିଛା: ଆପଣଙ୍କ ଜୀବନରେ ନୂଆ ମୁକାମ ହାସଲ ହେବ।

ଅଧିକାରୀଙ୍କୁ ଆପଣଙ୍କ ମତ ପସନ୍ଦ ହେବ।

ଜୀବନସାଥୀ ସହ ଧର୍ମାନୁଷ୍ଠାନକୁ ଯିବେ।

ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ମନ ଲାଗିବ।

ଧନୁ: ବ୍ୟବସାୟରେ ସାହସର ସହିତ କାମ କରନ୍ତୁ ସଫଳତା ନିଶ୍ଚୟ ପାଇବେ।

ଜୀବନସାଥୀଙ୍କୁ ନିଜର ଅଶାନ୍ତି ଜଣାନ୍ତୁ ମନକୁ ଶାନ୍ତି ମିଳିବ।

ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିବ।

ମକର: ଲେଖକଙ୍କ ବିଚାରର ସମ୍ମାନ ହେବ।

ଘରର ବାତାବରଣ ଭଲ ରହିବ।

ଅବିବାହିତଙ୍କର ଘରେ ବିବାହ ଚର୍ଚ୍ଚା ହେବ।

ବିଦ୍ୟାର୍ଥୀ ନିଜର କ୍ୟାରିୟରକୁ ଆହୁରି ଭଲ କରିବା ପାଇଁ ଅଧିକ ପରିଶ୍ରମ କରିବେ।

କୁମ୍ଭ: ଭାବିଥିବା କାମ ପୂରା କରିବାରେ ସଫଳ ହେବେ।

ପରିବାର ଲୋକଙ୍କ ସହିତ ତାଳମେଳ ବଢ଼ିବ।

ଇସ୍ପାତ କାମ କରୁଥିବା ଲୋକଙ୍କ କାମର ଗତି ବଢ଼ିବ।

ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ ରହିବ।

ମୀନ: କାମ ସଂପୂର୍ଣ୍ଣ କରିବା ଲାଗି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।

ଯୁବକଙ୍କ ଲାଗି ସଫଳତାର ନୂଆ ରାସ୍ତା ଖୋଲିବ।

ଜୀବନସାଥୀ ସହ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।