High-Profile Fraudster Arrested; ରାଜଧାନୀରେ ହାଇ ପ୍ରୋଫାଇଲ୍ ଠକ ଗିରଫ, କାର୍ ସର୍ଭିସ୍ କମ୍ପାନୀ ନାଁରେ କରୁଥିଲା ଠକେଇ
ରାଜଧାନୀରେ ହାଇ ପ୍ରୋଫାଇଲ୍ ଠକ ଗିରଫ। କାର୍ ସର୍ଭିସ୍ କମ୍ପାନୀ ନାମରେ କରୁଥିଲା ଠକେଇ। କମ୍ପାନୀ ଆଳରେ ୫କୋଟି ଠକେଇ ଅଭିଯୋଗ। ନେପାଳ ସୀମାରୁ ଠକ ସଚ୍ଚିଦାନନ୍ଦ ଭୋଇ ଗିରଫ। NBW ଜାରି ହୋଇଥିବା ବେଳେ ନେପାଳ ସୀମାରୁ ଗିରଫ କଲା ଇନ୍ଫୋସିଟି ଥାନା ପୋଲିସ। ପୂର୍ଵତନ ଏମପିଙ୍କ ପୁଅ କହି ୨୫୦ ଲୋକଙ୍କ ଠାରୁ ଟଙ୍କା ନେଇଥିବା ଥାନାରେ ଅଭିଯୋଗ ହୋଇଛି I
- ରାଜଧାନୀରେ ହାଇ ପ୍ରୋଫାଇଲ୍ ଠକ ଗିରଫ
- କାର୍ ସର୍ଭିସ୍ କମ୍ପାନୀ ନାଁରେ କରୁଥିଲା ଠକେଇ
- କମ୍ପାନୀ ଆଳରେ ୫କୋଟି ଠକେଇ ଅଭିଯୋଗ
- ନେପାଳ ସୀମାରୁ ଜଣକୁ ଗିରଫ କଲା ପୋଲିସ
- ଠକରୁ ଗିରଫ କଲା ଇନଫୋସିଟି ଥାନା ପୋଲିସ
- ପୂର୍ବତନ ଏମପିଙ୍କ ପୁଅ କହି ଲଗାଉଥିଲା ଚୂନ
- ୨୫୦ ଜଣଙ୍କଠାରୁ ଟଙ୍କା ନେଇଥିବା ଅଭିଯୋଗ