Heavy rainfall: ବିନିକାରେ ଲଗାଣ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

Jul 28, 2026 - 12:49
Heavy rainfall: ବିନିକାରେ ଲଗାଣ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

"ବିନିକା: ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକର ମହଦା-ସିଆଳି- ଜୁଲୁଣ୍ଡା– ଆରଡି ରାସ୍ତା  ଜାମନାଲି ପୋଲ ଉପରେ ପ୍ରାୟ ୪ ଫୁଟ ବର୍ଷାଜଳ ପ୍ରବାହିତ ହେବାରୁ ସିଆଳି–ଜୁଲୁଣ୍ଡା ଯାତାୟାତ  ୩ଦିନ ହେବ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।Advertisment ପୋଲ ନିର୍ମାଣ ପାଇଁ ଦାବି ଏହି ପୋଲ ଉପରେ ବିନିକା ବ୍ଲକ୍  ଡୁଙ୍ଗୁରିପାଲି ବ୍ଲକ ଓ ଲଛିପୁର ତିନୋଟି ପଞ୍ଚାୟତର ଅନେକ  ଲୋକଙ୍କ ଯାତାୟତ ନିର୍ଭର କରୁଥିବା ବେଳେ ସ୍ଥିତି ଚିନ୍ତାଜନକ।

ଆର୍ ଡି ଅଧୀନରେ ଥିବା ରାସ୍ତାଟି ତୁରନ୍ତ ଏକ ଉଚ୍ଚ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରୁଛନ୍ତି।

Loot: ବେକରେ ଭୁଜାଲି ଲଗାଇ ଲୁଟିନେଲେ ୧୦ ଲକ୍ଷରୁ ଅଧିକ ଟଙ୍କାର ଗହଣା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।