Heartbreaking Flood Scene: ବନ୍ୟା ପାଇଁ ଗାଁରେ ହୋଇପାରିଲାନି ଶବସତ୍କାର; ଡଙ୍ଗାରେ ଗାଁ ପାର କରି ନେଲେ ପୁରୀ ସ୍ୱର୍ଗଦ୍ୱାର

Jul 31, 2026 - 20:04
Heartbreaking Flood Scene: ବନ୍ୟା ପାଇଁ ଗାଁରେ ହୋଇପାରିଲାନି ଶବସତ୍କାର; ଡଙ୍ଗାରେ ଗାଁ ପାର କରି ନେଲେ ପୁରୀ ସ୍ୱର୍ଗଦ୍ୱାର

ଡଙ୍ଗାରେ ଗାଁରୁ ଆସିଲା ମୃତଦେହ। ବନ୍ୟା ସ୍ଥିତି ଭିତରେ ବିକଳ ଦୃଶ୍ୟ ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ପଂଚାୟତରେ ବାସନ୍ତୀ ରାଉତଙ୍କ ମୃତ୍ୟୁ ହୋଇଥିଲା। ହେଲେ ଗାଁର ଚାରିଆଡ଼େ ପାଣି ଆଉ ପାଣି। ଶେଷରେ କିଛି ବାଟ ନପାଇ ଶବଦାହ କରିବାକୁ ପାଣି ଭିତରେ ନେବାକୁ ପଡ଼ିଲା। 

ଡଙ୍ଗା ଯୋଗେ ଗାଁରୁ ମୃତଦେହ ଅଣାଯାଇ ପୁରୀ ସ୍ବର୍ଗଦ୍ବାରକୁ ମୃତଦେହ ଅଣାଯାଇଛି।  ଚାରିଆଡ଼େ ପାଣି ଥିବାରୁ ଗାଁରୁ ବାହାରକୁ ମୃତଦେହ ନେବାକୁ ପଡ଼ିଛି।

  • ଡଙ୍ଗାରେ ଗାଁରୁ ଆସିଲା ମୃତଦେହ
  • ବନ୍ୟା ପାଇଁ ଗାଁରେ ହୋଇପାରିଲାନି ଶବସତ୍କାର
  • ଗାଁର ଚାରିଆଡ଼େ ପାଣି ଆଉ ପାଣି
  • ଶେଷରେ କିଛି ବାଟ ନପାଇ ଡଙ୍ଗାରେ ନେଲେ 
  • ଡଙ୍ଗାରେ ଗାଁ ପାର କରି ନେଲେ ପୁରୀ ସ୍ବର୍ଗଦ୍ବାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।