Guru Divas Celebrated at Satyananda High School, Soro

ସାରା ଦେଶ ଆଜି ଗୁରୁଦିବସ ପାଳନ କରୁଛି। ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସରେ ସୋର ସତ୍ୟାନନ୍ଦ ସ୍କୁଲରେ ମଧ୍ୟ ପାଳନ କରାଯାଇଛି ଗୁରୁ ଦିବସ। #GuruDivas #TeachersDay #Odisha #OTV #OTVNews

05 September 2025 10:25 PM IST

ସାରା ଦେଶ ଆଜି ଗୁରୁଦିବସ ପାଳନ କରୁଛି। ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସରେ ସୋର ସତ୍ୟାନନ୍ଦ ସ୍କୁଲରେ ମଧ୍ୟ ପାଳନ କରାଯାଇଛି ଗୁରୁ ଦିବସ। #GuruDivas #TeachersDay #Odisha #OTV #OTVNews

Disclaimer: This content has been automatically aggregated from televison for informational purposes. To read the original article, please visit televison.