Gold Rate: ଖୁସି ଖବର, କମିଲା ସୁନା ଓ ରୂପା ଦର
ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୦୦,୧୫୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଦର ୯୧,୮୦୦ ଟଙ୍କା ହୋଇଛି ।
ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୦୦,୧୫୦ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ଦର ୯୧,୮୦୦ ଟଙ୍କା ହୋଇଛି ।
କମିଲା ସୁନା ଦର । ଗତ କାଲି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୦୦,୭୫୦ ଟଙ୍କା ଥିବା ବେଳେ ଆଜି ୬୦୦ ଟଙ୍କା କମି ୧,୦୦,୧୫୦ ଟଙ୍କା ହୋଇଛି । ୨୨ କ୍ୟାରେଟ ସୁନାର ମୂଲ୍ୟ ଗତ କାଲି ୯୨,୩୫୦ ଟଙ୍କା ଥିବା ବେଳେ ଆଜି ୫୫୦ ଟଙ୍କା କମି ୯୧,୮୦୦ ଟଙ୍କାରେ ପହଞ୍ଚିଛି । ଗତ କାଲି ୧୮ କ୍ୟାରେଟ ସୁନା ଦର ୭୫,୫୬୦ ଟଙ୍କା ଥିବା ବେଳେ ଆଜି ୪୫୦ ଟଙ୍କା କମି ୭୫,୧୧୦ ଟଙ୍କା ହୋଇଛି ।
ସେହିପରି ଭୁବନେଶ୍ୱରରେ ଗତ କାଲି ରୂପା ୧ କେଜି ପିଛା ୧,୨୬,୦୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କା କମି ୧,୨୫,୦୦୦ ଟଙ୍କାରେ ହୋଇଛି ।
ଜାଣନ୍ତୁ କେଉଁ ସହରରେ ସୁନା ମୂଲ୍ୟ କେତେ ରହିଛି:
- ଦିଲ୍ଲୀ: ୨୪ କ୍ୟାରେଟ ସୁନା- ୧,୦୦,୩୦୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୯୫୦ (୧୦ ଗ୍ରାମ ପିଛା)
- ଚେନ୍ନାଇ: ୨୪ କ୍ୟାରେଟ ସୁନା- ୧,୦୦,୧୫୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୮୦୦ (୧୦ ଗ୍ରାମ ପିଛା)
- ବେଙ୍ଗାଲୁରୁ: ୨୪ କ୍ୟାରେଟ ସୁନା- ୧,୦୦,୧୫୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୮୦୦ (୧୦ ଗ୍ରାମ ପିଛା)
- ମୁମ୍ବାଇ: ୨୪ କ୍ୟାରେଟ ସୁନା- ୧,୦୦,୧୫୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୮୦୦ (୧୦ ଗ୍ରାମ ପିଛା)
- କୋଲକାତା: ୨୪ କ୍ୟାରେଟ ସୁନା- ୧,୦୦,୧୫୦ ଟଙ୍କା, ୨୨ କ୍ୟାରେଟ ସୁନା- ୯୧,୮୦୦ (୧୦ ଗ୍ରାମ ପିଛା)
Disclaimer: This content has been automatically aggregated from television for informational purposes. To read the original article, please visit television.
Home
