Gold Prices Fall For Second Straight Day: ଲଗାତାର ଦ୍ବିତୀୟ ଦିନ ପାଇଁ ସୁନା ଦାମ୍ ହ୍ରାସ, ରୁପା ବି କମିଲା
ଆଜି ପୁଣି କମିଲା ସୁନା-ଦର। ଗୋଟିଏ ଦିନରେ ପ୍ରାୟ ଦୁଇ ହଜାର ଟଙ୍କା ଖସିଛି ସୁନା। ଆଜି ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ୧୯୫୦ ଟଙ୍କା ଖସି ୧ ଲକ୍ଷ ୩୩ ହଜାର ୫୦ ଟଙ୍କାରେ ପହଞ୍ଚିଛ। ସେହିପରି ୨୪ କ୍ୟାରେଟ୍ ୨ହଜାରରୁ ଅଧିକ ଖସି ୧ ଲକ୍ଷ ୪୫ ହଜାର ଟଙ୍କାରେ ବିକ୍ରି ହେଉଛି। ରୁପା ବି ସେମିତି ଖସିଛି। ରୁପା କିଛି ମାସ ତଳେ ୪ ଲକ୍ଷରେ ବିକ୍ରି ହେଉଥିଲା ଏବେ କିଲୋ ପିଛା ୨ ଲକ୍ଷ ୬୦ ହଜାର ଟଙ୍କାରେ ପହଞ୍ଚିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।