Gold Price: ସର୍ବକାଳୀନ ରେକର୍ଡ ଛୁଇଁଲା ସୁନା, ଚିନ୍ତାରେ ଗ୍ରାହକ
ଲକ୍ଷେ ଟପିଲା ସୁନା ଦର। ଲଗାତାର ୩ ସପ୍ତାହ ହେବ ବଢୁଛି ଦର । ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୧ ଲକ୍ଷ ଟଙ୍କା ଟପିଛି।
ଲକ୍ଷେ ଟପିଲା ସୁନା ଦର। ଲଗାତାର ୩ ସପ୍ତାହ ହେବ ବଢୁଛି ଦର । ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୧ ଲକ୍ଷ ଟଙ୍କା ଟପିଛି।
() ଲକ୍ଷେ ଟପିଲା ସୁନା ଦର। ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୧ ଲକ୍ଷ ଟଙ୍କା ଟପିଛି। ଲଗାତାର ୩ ସପ୍ତାହ ହେବ ବଢୁଛି ଦର ।
ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ଦର ରହିଛି ୧ ଲକ୍ଷ ୧୧ ଶହ ଟଙ୍କା। ସେହିପରି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ରହିଛି ୧ ଲକ୍ଷ ୧୦ ହଜାର ୨୯୦ ଟଙ୍କା । ଗତକାଲି ୨୨ କ୍ୟାରେଟ ସୁନାଦର ୧୦ ଗ୍ରାମ ପିଛା ୯୯ ହଜାର ୮୫୦ ଟଙ୍କା ଥିଲା । ଆଜି ଏହି ଦର ୧୨୫୦ ଟଙ୍କା ବଢ଼ି ୧ ଲକ୍ଷ ୧୧ ଶହ ଟଙ୍କା ହୋଇଛି । ଆଜିର ସୁନା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି।
ତେବେ କାହିଁକି ବଢୁଛି ସୁନା ଦର ?
୨୦୨୫ରେ ଏତେ ବଢିଛି ସୁନା
ଏବେ କ'ଣ ସୁନା କିଣିବା ଉପଯୁକ୍ତ ସମୟ ?
Disclaimer: This content has been automatically aggregated from television for informational purposes. To read the original article, please visit television.
Home
