FM କଲେଜ ଛାତ୍ରୀ ଆତ୍ମାହୁତି ମାମଲା: ରିମାଣ୍ଡରେ ଗଲେ ମୁଖ୍ୟ ଅଭିଯୁକ୍ତ ସମୀର ସାହୁ
ବାଲେଶ୍ବର FM ଛାତ୍ରୀ ମୃତ୍ୟୁ ମାମଲାରେ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେଲା କ୍ରାଇମ୍ ବ୍ରାଞ୍ଚ
ବାଲେଶ୍ବର FM ଛାତ୍ରୀ ମୃତ୍ୟୁ ମାମଲାରେ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେଲା କ୍ରାଇମ୍ ବ୍ରାଞ୍ଚ
ବାଲେଶ୍ୱର FM ଛାତ୍ରୀ ମୃତ୍ୟୁ ମାମଲାରେ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେଲା କ୍ରାଇମ୍ ବ୍ରାଞ୍ଚ। ୩ ଦିନିଆ ରିମାଣ୍ଡ ଆବେଦନକୁ ମଞ୍ଜୁର କଲେ ବାଲେଶ୍ବର ଜିଲ୍ଲା ଦୌରାଜଜ୍। ଅଧ୍ୟାପକ ସମୀର ସାହୁଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ କରିଥିଲେ ପୀଡ଼ିତା ଛାତ୍ରୀ।
ସମୀରଙ୍କୁ ହେପାଜତରେ ନେଇ ପୀଡ଼ିତା ଓ ତାଙ୍କ ପରିବାର ଆଣିଥିବା ଅଭିଯୋଗ ନେଇ ତଥ୍ୟ ଉଗାରିବ ତଦନ୍ତକାରୀ ଟିମ୍। ସେପଟେ FM ଛାତ୍ରୀ ଆତ୍ମାହୁତି ମାମଲାରେ ୩ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଶୁଭ୍ରସମ୍ବିତ, ଜ୍ୟୋତିପ୍ରକାଶ ଓ ପ୍ରିନ୍ସିପାଲ ଦିଲ୍ଳୀପ ଘୋଷଙ୍କ ଜାମିନ ଆବେଦନ ଖାରଜ କଲେ ଜିଲ୍ଲା ଦୌରାଜଜ୍।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
