Floodwaters Swamp Paddy Fields in Balasore, Farmers Struggle to Trace Crops
ଧାନବିଲରେ ବନ୍ୟା ପାଣି ଲହଡ଼ି ଭାଙ୍ଗୁଛି। ଚାଷୀ ତା ଧାନ ବିଲ ଖୋଜି ଖୋଜି ପାଉନି। ଜଳକା ଓ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବିପଦ ସଙ୍କେତ ଟପିବା ଯୋଗୁ ଗାଁ ଗଣ୍ଡାରେ ପାଣି ପଶିଛି। ଏ ହେଉଛି ବାଲେଶ୍ବର ସଦର ଅଞ୍ଚଳର କିଛି ଚାଷ ଜମିର ଦୃଶ୍ୟ Rising

Disclaimer: This content has been automatically aggregated from televison for informational purposes. To read the original article, please visit televison.
Home