Floodwater Submerges Patang Bridge in Sundargarh, 5 Villages Cut Off

ମାଡ଼ି ଆସିଲା ବନ୍ୟାପାଣି, ୫ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ସରସରା ବାଲାଙ୍ଗ ନିକଟରେ ବୁଡ଼ିଲା ପୋଲ । ପଟାଙ୍ଗ ପୋଲ ଉପରେ ବନ୍ୟାପାଣି ପ୍ରବାହିତ ହେଉଛି। #OdishaNews_Sundargarh #Floods_Odisha #Breaking

02 September 2025 11:45 AM IST

ମାଡ଼ି ଆସିଲା ବନ୍ୟାପାଣି, ୫ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ସରସରା ବାଲାଙ୍ଗ ନିକଟରେ ବୁଡ଼ିଲା ପୋଲ । ପଟାଙ୍ଗ ପୋଲ ଉପରେ ବନ୍ୟାପାଣି ପ୍ରବାହିତ ହେଉଛି। #OdishaNews_Sundargarh #Floods_Odisha #Breaking

Disclaimer: This content has been automatically aggregated from televison for informational purposes. To read the original article, please visit televison.