Flood Fear in Balasore as Baitarani and Jalaka Rivers Swell

#ଯୁଆଡ଼େ _ଦେଖିବ_ସିଆଡ଼େ_ପାଣି ବାଲେଶ୍ବରକୁ ଘାରିଲାଣି ବନ୍ୟା ଭୟ। ଫୁଲୁଛି ବୈତରଣୀ ଓ ଜଳକା। ଯୁଆଡ଼େ ଦେଖିବ ଖାଲି ପାଣି ହିଁ ପାଣି। ଏଠି ରାସ୍ତା, ଚାଷଜମି ଏକାକାର ହୋଇଯାଇଛି। ଚାଷଜମି ବି ପୋଖରୀର ଭ୍ରମ ସୃଷ୍ଟି କରୁଛି। Balasore district

06 September 2025 10:25 AM IST

#ଯୁଆଡ଼େ _ଦେଖିବ_ସିଆଡ଼େ_ପାଣି ବାଲେଶ୍ବରକୁ ଘାରିଲାଣି ବନ୍ୟା ଭୟ। ଫୁଲୁଛି ବୈତରଣୀ ଓ ଜଳକା। ଯୁଆଡ଼େ ଦେଖିବ ଖାଲି ପାଣି ହିଁ ପାଣି। ଏଠି ରାସ୍ତା, ଚାଷଜମି ଏକାକାର ହୋଇଯାଇଛି। ଚାଷଜମି ବି ପୋଖରୀର ଭ୍ରମ ସୃଷ୍ଟି କରୁଛି। Balasore district

Disclaimer: This content has been automatically aggregated from televison for informational purposes. To read the original article, please visit televison.