Firing: ଘରେ ଶୋଇଥିଲେ, ହେଲା ଗୁଳିମାଡ଼

Firing: ଘରେ ଶୋଇଥିଲେ, ହେଲା ଗୁଳିମାଡ଼

07 September 2025 03:05 PM IST
Firing: ଘରେ ଶୋଇଥିଲେ, ହେଲା ଗୁଳିମାଡ଼

Firing: ଘରେ ଶୋଇଥିଲେ, ହେଲା ଗୁଳିମାଡ଼

ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ର ମାଣିକପୁର ଗାଁରେ ଗୁଳିମାଡ଼ । ଗାଁର ଦିଲୀପ କୁମାର ଗିରି ରାସଗୋବିନ୍ଦପୁର ଥାନା ରେ ଅଭିଯୋଗ କରିଛନ୍ତି ଯେ ସେ ଏବଂ ତାଙ୍କ ପରିବାର ସହ ଶୋଇଥିବାବେଳେ ପ୍ରାୟ ସାଢେ଼ ଦଶଟା ବେଳକୁ ଦୁଇଟି ବାଇକ୍ ରେ ଚାରିଜଣ ଦୃର୍ବୁତ୍ତ ଆସି ତାଙ୍କ ଘର ଉପରକୁ ଗୁଳିମାଡ଼ କରିଥିଲେ। ଆଜି ଘଟଣା ସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି। ଗୋଟିଏ ଜିଅନ୍ତା ଗୁଳି ସହ ଗୋଟିଏ ଖୋକା କୁ ଜବତ୍ କରାଯାଇଛି । ଅଭିଯୋଗକାରୀଙ୍କ ନିଜ ପାରିବାରିକ କୁଟୁମ୍ବଙ୍କ ସହ ପୂର୍ବରୁ ଜମିବାଡ଼ି ନେଇ ଗଣ୍ଡଗୋଳ ଲାଗିରହିଥିଲା। ସେହି ଗଣ୍ଡଗୋଳକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ....

Disclaimer: This content has been automatically aggregated from television for informational purposes. To read the original article, please visit television.