Fire Breaks Out At Market Complex: ମାର୍କେଟ କମ୍ପ୍ଲେକ୍ସରେ ନିଆଁ, ୮ରୁ ଅଧିକ ଦୋକାନ ଜଳି ପାଉଁଶ
Jun 26, 2026 - 08:35
ମାର୍କେଟ କମ୍ପ୍ଲେକ୍ସରେ ନିଆଁ। ବଲାଙ୍ଗିର ସହର ଗାନ୍ଧୀନଗର ପଡାଠାରେ ଥିବା ଏକ ଘରୋଇ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗଛି। ଗୋଟିଏ ଇଭି ଶୋ'ରୁମ ସମେତ ୮ରୁ ଅଧିକ ଦୋକାନ ଜଳି ଯାଇଛି। ଅଗ୍ନିଶମ ବାହିନୀର ଦୁଇଟି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନିଷ୍ଟ ହୋଇଥିବା ଅନୁମାନ କରାଯାଉଛି।