Fertilizer Shortage Triggers Farmer Protest in Bargarh; Truck Carrying Urea Stopped

‘#ଆମକୁ_ସାର_ମିଳୁନି’ ସାରକୁ ନେଇ ପୁଣି ତାତିଲେ ଚାଷୀ। ବରଗଡ ଘେଁସରେ 3ଟି ସାର ବୋଝେଇ ଟ୍ରକକୁ ଅଟକ ରଖିଲେ ଚାଷୀ। ପେକ୍ସରେ ସାର ମିଳୁନଥିବାବେଳେ ପ୍ରାଇଭେଟ୍ ଡିଲରଙ୍କ ପାଖକୁ କେମିତି ଏତେ ପରିମାଣର ସାର ଯାଉଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି

06 September 2025 07:25 PM IST

‘#ଆମକୁ_ସାର_ମିଳୁନି’ ସାରକୁ ନେଇ ପୁଣି ତାତିଲେ ଚାଷୀ। ବରଗଡ ଘେଁସରେ 3ଟି ସାର ବୋଝେଇ ଟ୍ରକକୁ ଅଟକ ରଖିଲେ ଚାଷୀ। ପେକ୍ସରେ ସାର ମିଳୁନଥିବାବେଳେ ପ୍ରାଇଭେଟ୍ ଡିଲରଙ୍କ ପାଖକୁ କେମିତି ଏତେ ପରିମାଣର ସାର ଯାଉଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି

Disclaimer: This content has been automatically aggregated from televison for informational purposes. To read the original article, please visit televison.