Family Alleges Murder After VSSUT Student’s Body Found in Sambalpur; Police Begin Probe

ସମ୍ବଲପୁରରେ ଭିସୁଟ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ପିସି ବ୍ରିଜ୍ ତଳୁ ଉଦ୍ଧାର ହେଲା ମୃତଦେହ । ମୃତକ ହେଲେ ମେକାନିକାଲ୍ ଇଞ୍ଜିନିୟରିଂ ଶେଷ ବର୍ଷ ଛାତ୍ର ଅଞ୍ଜନେୟ ଦାଶ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି

02 September 2025 10:15 AM IST

ସମ୍ବଲପୁରରେ ଭିସୁଟ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ପିସି ବ୍ରିଜ୍ ତଳୁ ଉଦ୍ଧାର ହେଲା ମୃତଦେହ । ମୃତକ ହେଲେ ମେକାନିକାଲ୍ ଇଞ୍ଜିନିୟରିଂ ଶେଷ ବର୍ଷ ଛାତ୍ର ଅଞ୍ଜନେୟ ଦାଶ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି

Disclaimer: This content has been automatically aggregated from televison for informational purposes. To read the original article, please visit televison.