Excise Raid Uncovers Liquor Mafia’s Hidden Jars in Forest

#ମାଟି_ତଳେ_ମଦ_ଜାର୍ ଜଙ୍ଗଲରେ ଗାତ ଖୋଳି ପୋତିଥିଲେ ମଦ ଜାର। ମାଟି ଖୋଳି ଲୁଚାଇ ରଖିଥିଲେ ଏକାଧିକ ଜାର୍ ଦେଶୀ ମଦ। ବେଆଇନ୍ ଭାବରେ ରଖିଥିଲେ ମଦ ମାଫିଆ। ଖବର ପାଇଁ ରେଡ୍ କରିଥିଲା ଅବକାରୀ ବିଭାଗ। ଏହାପରେ ପଦାକୁ ଆସିଥିଲା ସାଂଘାତିକ ସତ।

05 September 2025 02:10 PM IST

#ମାଟି_ତଳେ_ମଦ_ଜାର୍ ଜଙ୍ଗଲରେ ଗାତ ଖୋଳି ପୋତିଥିଲେ ମଦ ଜାର। ମାଟି ଖୋଳି ଲୁଚାଇ ରଖିଥିଲେ ଏକାଧିକ ଜାର୍ ଦେଶୀ ମଦ। ବେଆଇନ୍ ଭାବରେ ରଖିଥିଲେ ମଦ ମାଫିଆ। ଖବର ପାଇଁ ରେଡ୍ କରିଥିଲା ଅବକାରୀ ବିଭାଗ। ଏହାପରେ ପଦାକୁ ଆସିଥିଲା ସାଂଘାତିକ ସତ।

Disclaimer: This content has been automatically aggregated from televison for informational purposes. To read the original article, please visit televison.