Encounter: ‍ବଡ଼ ଏନକାଉଣ୍ଟର, ୧୦ ମାଓବାଦୀ ସଫା

ମୃତ ମାଓବାଦୀଙ୍କ ମାଓ କମାଣ୍ଡର ବାଳକ୍ରିଷ୍ଣା ଓରଫ ଭାସ୍କରର ମୃତ୍ୟୁ ହୋଇଥିବା କୁହାଯାଉଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

11 September 2025 08:55 PM IST
Encounter: ‍ବଡ଼ ଏନକାଉଣ୍ଟର, ୧୦ ମାଓବାଦୀ ସଫା

ମୃତ ମାଓବାଦୀଙ୍କ ମାଓ କମାଣ୍ଡର ବାଳକ୍ରିଷ୍ଣା ଓରଫ ଭାସ୍କରର ମୃତ୍ୟୁ ହୋଇଥିବା କୁହାଯାଉଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

ଛତିଶଗଡ଼ ଗରିଆବନ୍ଧରେ ମାଓବାଦୀ ନିପାତ ଅଭିଯାନ। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ। ଗରିଆବନ୍ଧ ଜିଲ୍ଲା ଭାଲୁଡ଼ିହି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ମୁହାଁମୁହିଁ ହୋଇଥିଲେ ନକ୍ସଲ ଓ ସୁରକ୍ଷାକର୍ମୀ। ଏଥିରେ ୧୦ ଜଣ ନକ୍ସଲ ପ୍ରାଣ ହରାଇଥିବା ସୂଚନା ମିଳିଛି। ମାଓବାଦୀଙ୍କ ମାଓ କମାଣ୍ଡର ବାଳକ୍ରିଷ୍ଣା ଓରଫ ଭାସ୍କରର ମୃତ୍ୟୁ ହୋଇଥିବା କୁହାଯାଉଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

Disclaimer: This content has been automatically aggregated from television for informational purposes. To read the original article, please visit television.