Elephant Attack: ଦନ୍ତା ଆକ୍ରମଣରେ ମହିଳା ଗୁରୁତର
"ଚମ୍ପୁଆ: କେଉଁଝର ଜିଲ୍ଲା ଚମ୍ପୁଆ ବ୍ଲକ ପଦ୍ମପୁର ଗାଁରେ ଗୋଠଛଡ଼ା ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ଆହତ ହୋଇଥିବା ସୂଚନା ମିଳିଛି।
ଆହତ ମହିଳା ଜଣକ ହୋଉଛନ୍ତି ଜୟନ୍ତୀ ନାଏକ।Advertisment Theft: ଛେଣ୍ଡିପଦାରେ ୩ଦିନରେ ୩ଟି ବଡ଼ ମନ୍ଦିରରୁ ଚୋରି ଘରୁ ବାହାରିବାକୁ ଉଦ୍ୟମ ବେଳେ ଆକ୍ରମଣ ହାତୀ ଘର ଭାଙ୍ଗିବା ସମୟରେ ଜୟନ୍ତୀ ଘରେ ଭିତରେ ଥିଲେ।
ଘରୁ ବାହାରିବାକୁ ଉଦ୍ୟମ କରୁଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା।ମହିଳାଙ୍କୁ ପ୍ରଥମେ ଭଣ୍ଡା ସ୍ବାସ୍ଥ୍ୟକେନ୍ଦ୍ର ପରେ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
"