Odisha Government Cancels IPS Leaves: ବଡ଼ ଅପଡେଟ୍: ସମସ୍ତ IPS ଅଫିସର୍ଙ୍କ ଛୁଟି ବାତିଲ
ଭାରତ ଓ ପାକିସ୍ତାନ ଟେନସନ ମଧ୍ୟରେ ରାଜ୍ୟରେ ସମସ୍ତ ଆଇପିଏସ ଅଫିସରଙ୍କ ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଜିଲ୍ଲାପାଳଙ୍କ ପରେ ଆଇପିଏସଙ୍କ ଛୁଟି ବାତିଲ୍ ହୋଇଛି