Most Wanted Terrorists Killed: ଭାରତର ପ୍ରଚଣ୍ଡ ପ୍ରହାରରେ ମୋଷ୍ଟ ୱାଣ୍ଟେଡ୍ ସଫା
ଭାରତ ନେଇଛି ଆତଙ୍କୀ ବଦ୍ଲା । ଅପରେସନ୍ ସିନ୍ଦୂରରେ ଟଳିଛନ୍ତି ୫ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ । ଯାହାଙ୍କ ମଧ୍ୟରେ ଅଛନ୍ତି ଜୈଶ ମୁଖ୍ୟ ମସୁଦ୍ ଅଜହରର ଦୁଇ ଶଳା ହାଫିଜ୍ ମହମ୍ମଦ ଜମିଲ ଓ ମହମ୍ମଦ ୟୁସୁଫ୍ ଅଜହର ।