Kalabaisakhi Alert in Odisha: ୨୦ ଯାଏଁ କାଳବୈଶାଖୀ !; ଆଜି ୭ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଗତକାଲି ରାଜ୍ୟରେ କାଳବୈଶାଖୀ ଦ୍ୱାରା ବ୍ୟାପକ କ୍ଷୟକ୍ଷତି ହୋଇଥିଲା। କୁଆପଥର ବର୍ଷା ସହ ଝଟକା ପବନରେ ଅନେକ ଘରର ଆଜବେଷ୍ଟସ ଉଡିଯାଇଥିଲା । ରାସ୍ତା ଉପରେ ବଡ଼ ଗଛ ଉପୁଡ଼ି ପଡ଼ିଥିଲା।