India Plans Action on Pakistan: ଆଜି ହୋଇପାରେ ବଡ଼ ଆକ୍ସନ? ଚାଲିଛି ଘନ ଘନ ବୈଠକ
ପାକିସ୍ତାନ ଉପରେ ପୁଣି ଭାରତ ନେବ କି ବଡ଼ ଆକ୍ସନ। ଭାରତର ମାଡ଼ରେ ଧୂଳିସାତ ହେବ କି ପାକିସ୍ତାନ? ଏଥିପାଇଁ ଋଣନୀତି କରୁଛି ଭାରତ। ଭାରତ ଓ ପାକ୍ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଭିତରେ ଆଜି ଚାଲିଛି ଘନ ଘନ ବୈଠକ।