India Pakistan Military Conflict: ବଡ଼ ହମଲା; ପାକ୍‌ର ୨ଯୁଦ୍ଧ ବିମାନକୁ ଖସାଇଲା ଭାରତ

India Pakistan Military Conflict: ପାକିସ୍ତାନର ସବୁ ମିସାଇଲକୁ ଆକାଶରେ ଧ୍ୱଂସ କରିଛି ଭାରତୀୟ ବାୟୁସେନା । ହରିୟାଣାର ସିର୍ସା, ପଠାନକୋଟ, ଉଧମପୁର ଓ ଜମ୍ମୁରେ ପାକିସ୍ତାନ ମିସାଇଲକୁ ଖସାଇ ଦେଇଛି ଭାରତ ।

May 10, 2025 - 08:30