India Pakistan Conflict Airstrikes:ଧରାଶାୟୀ ପାକିସ୍ତାନ; ବନ୍ଦ କଲା ପେଟ୍ରୋଲ ପମ୍ପ
ଭାରତର ହମଲାରେ ଧରାଶାୟୀ ପାକିସ୍ତାନ। ସବୁ ପେଟ୍ରୋଲ ପମ୍ପ ବନ୍ଦ କଲା ପାକିସ୍ତାନ। ସୀମାବର୍ତ୍ତୀ ଅଞ୍ଚଳର ସବୁ ପେଟ୍ରୋଲ ପମ୍ପ ବନ୍ଦ କରିଛି ପାକିସ୍ତାନ। ଭାରତର ପ୍ରଚଣ୍ଡ ଆକ୍ରମଣ ପରେ ପାକିସ୍ତାନ ଛାନିଆ। ହେଲେ ଏବେ ବି ଛାଡ଼ୁନି ମୁହଁ ତୋଡ଼।