India Pakistan Ceasefire Agreement: ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି, ସୂଚନା ଦେଲେ ଟ୍ରମ୍ପ

ଭାରତ-ପାକିସ୍ତାନକୁ ନେଇ ଆମେରିକା ରାଷ୍ଟ୍ରପତିଙ୍କ ସୂଚନା । ଅସ୍ତ୍ରବିରତି ପାଇଁ ଭାରତ-ପାକିସ୍ତାନ ରାଜି କହିଲେ । ତୁରନ୍ତ ଅସ୍ତ୍ରବିରତି ନେଇ ଉଭୟ ଦେଶ ରାଜି ବୋଲି ‘ଏକ୍ସ’ରେ ଲେଖିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

May 10, 2025 - 18:30