India-Pakistan Ceasefire: ବନ୍ଦ ହେଲା ଯୁଦ୍ଧ, ଅସ୍ତ୍ରବିରତି ନେଇ ସ୍ପଷ୍ଟ କଲା ଭାରତ
ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି ପାଇଁ ସହମତି ହୋଇଛନ୍ତି । ଦୁଇ ଦେଶ ପକ୍ଷରୁ ଜଳ, ସ୍ଥଳ ଓ ଆକାଶ ପଥରେ ଆକ୍ରମଣ ନ କରିବାକୁ ସହମତି ହୋଇଥିବା ସ୍ପଷ୍ଟ କଲେ ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ।