India Fuel Crisis Fear: ଇଣ୍ଡିଆନ ଅଏଲ ପାଖରେ ଗଚ୍ଛିତ ରହିଛି ତୈଳ: ହୁଅ ନାହିଁ ବିବ୍ରତ

India Fuel Crisis Fear: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ବଜାରରେ ତୈଳ ସଙ୍କଟ ଆଶଙ୍କା କରି ପେଟ୍ରୋଲ ପମ୍ପରେ ଭିଡ ଲଗାଉଛନ୍ତି ଲୋକେ । ବିବ୍ରତ ନ ହେବାକୁ ପରାମର୍ଶ ଦେଇଛି ଆଇଓସିଏଲ ।

May 9, 2025 - 14:30