Ayush Mahatre's IPL Opportunity: ଋତୁରାଜଙ୍କ ବିକଳ୍ପ ଭାବେ ସାମିଲ ହେବେ ଏହି ଖେଳାଳି, ରଣଜୀ ସର୍କିଟରେ ରହିଛି ଚମତ୍କାର ରେକର୍ଡ
Ayush Mahatre's IPL Opportunity: ଋତୁରାଜଙ୍କ ସ୍ଥାନରେ ପୃଥ୍ବୀ ଶ ଓ ସଲମାନ ନିଜାରଙ୍କ ଭଳି ଖେଳାଳି ସାମିଲ ହେବା ନେଇ ରିପୋର୍ଟ ସାମ୍ନାକୁ ଆସିଥିଲା। ତେବେ ସମସ୍ତଙ୍କୁ ପଛରେ ପକାଇଛନ୍ତି ଏହି ୧୭ ବର୍ଷୀୟ ଭବିଷ୍ୟତର ଷ୍ଟାର।