ଆମୋନିଆ ଗ୍ୟାସ ଲିକ: ୭ ମୃତ, ୬୦ରୁ ଅଧିକ ଅସୁସ୍ଥ
Jun 21, 2026 - 20:45
ତାମିଲନାଡୁ ତିରୁଭାଲୁର ଜିଲ୍ଲାରେ ଅଘଟଣ । ଆମୋନିଆ ଗ୍ୟାସ ଲିକ ଯୋଗୁ ୭ ମୃତ, ୬୦ରୁ ଅଧିକ ଅସୁସ୍ଥ
କାରଖାନାରେ ୧୨୦ରୁ ଅଧିକ ଶ୍ରମିକ ଥିବା ସୂଚନା । ଅସୁସ୍ଥମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି । ଏକ ଘରୋଇ ସମୁଦ୍ରଜାତ ଖାଦ୍ୟ ରପ୍ତାନି କାରଖାନାରେ ଅଘଟଣ । ସେଣ୍ଟ ପିଟର୍ସ ପଲ ସିଫୁଡ୍ସ ଏକ୍ସପୋର୍ଟସ କାରଖାନାରେ ଅଘଟଣ । ପେରିୟାପଲାୟାମସ୍ଥିତ କାନିଗାଇପାରେରେ ଅଘଟଣ କାରଖାନା ଭିତରେ ଓଡ଼ିଶା, ଆସାମ ଓ ଝାଡ଼ଖଣ୍ଡର ଶ୍ରମିକ ଥିବା ସୂଚନା ।