Devotees Protest for Public Release of Swami Lakshmanananda Murder Probe Report 17 Years On

‘#ସରକାର_CBI_ତଦନ୍ତ_କରନ୍ତୁ’ ସ୍ବାମୀ ଲକ୍ଷ୍ମଣନନ୍ଦ ସରସ୍ଵତୀଙ୍କ ହତ୍ୟା ଘଟଣାକୁ ୧୭ବର୍ଷ ପୁରିଲା । CBI ଯାଞ୍ଚ ଏବଂ କମିଶନ ରିପୋର୍ଟ କୁ ସାର୍ବଜନୀନ କରିବା ପାଇଁ ଆଜି ବିଧାନ ସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । #JusticeForSwami

23 August 2025 01:40 PM IST

‘#ସରକାର_CBI_ତଦନ୍ତ_କରନ୍ତୁ’ ସ୍ବାମୀ ଲକ୍ଷ୍ମଣନନ୍ଦ ସରସ୍ଵତୀଙ୍କ ହତ୍ୟା ଘଟଣାକୁ ୧୭ବର୍ଷ ପୁରିଲା । CBI ଯାଞ୍ଚ ଏବଂ କମିଶନ ରିପୋର୍ଟ କୁ ସାର୍ବଜନୀନ କରିବା ପାଇଁ ଆଜି ବିଧାନ ସଭା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । #JusticeForSwami

Disclaimer: This content has been automatically aggregated from televison for informational purposes. To read the original article, please visit televison.