Death Zone Of Everest: ଏଭରେଷ୍ଟର 'ଡେଥ୍‌ ଜୋନ୍, ଏବେ ବି ପଡ଼ିରହିଛି ୨୦୦ଶବ

Jun 17, 2026 - 16:38
Death Zone Of Everest: ଏଭରେଷ୍ଟର 'ଡେଥ୍‌ ଜୋନ୍,  ଏବେ ବି ପଡ଼ିରହିଛି ୨୦୦ଶବ

"ନୂଆଦିଲ୍ଲୀ: ବିଶ୍ୱର ସର୍ବୋଚ୍ଚ ପର୍ବତ ମାଉଣ୍ଟ ଏଭରେଷ୍ଟ ଚଢ଼ିବା ସମସ୍ତଙ୍କ ପାଇଁ ସହଜ ନୁହେଁ।

ନେପାଳରେ ଅବସ୍ଥିତ ମାଉଣ୍ଟ ଏଭରେଷ୍ଟ ହେଉଛି ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ।

ଏହାର ଉଚ୍ଚତା ହେବ ୮,୮୪୯ ମିଟର।

ପ୍ରତିବର୍ଷ, ଶହ ଶହ ପର୍ବତାରୋହୀ ଏହି ଶୃଙ୍ଗ ଚଢ଼ିବା ପାଇଁ ହଜାର ହଜାର ଡଲାର ଖର୍ଚ୍ଚ କରନ୍ତି ଏବଂ ନିଜ ଜୀବନକୁ ବାଜି ଲଗାନ୍ତି।

ଯିବା ପୂର୍ବରୁ ନିଜ ପରିବାର ହାତରେ ଏକ ଚିଠି ଧରାଇ ଦେଇ ଯାଆନ୍ତି, ଯେଉଁଥିରେ ଲେଖାଥାଏ ମୋ‌ ମରଶରୀର ଆଣିବ ନାହିଁ।

ଏଭରେଷ୍ଟ ଚଢ଼ୁଥିବା ଅନେକ ପର୍ବତାରୋହୀ ଚଢ଼ିବା ପୂର୍ବରୁ ସେମାନଙ୍କ ପରିବାରକୁ ଚିଠି ଲେଖି ଏହି ବଡ଼ ପ୍ରତିଶ୍ରୁତି ମାଗନ୍ତି।

କାରଣ ସେମାନେ ଜାଣିଥାନ୍ତି ଯେ, ଉପରକୁ ଚଢ଼ି ସେମାନେ ମୃତ୍ୟୁର ଅତି ନିକଟତର ହେବେ, ଯେଉଁଠୁ ଜୀବନ ନେଇ ଫେରିବା ଖୁବ କଷ୍ଟକର।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।