Dead Are Treated: ମରିଯାଇଥିବା ଲୋକଙ୍କର ଏଠି ହେଉଛି ଚିକିତ୍ସା

Jul 31, 2026 - 22:56
Dead Are Treated: ମରିଯାଇଥିବା ଲୋକଙ୍କର ଏଠି ହେଉଛି ଚିକିତ୍ସା

"ଚିକିତ୍ସା ଚାଲିଥିବା ବେଳେ ଚାଲିଗଲା ଜୀବନ।

ହଠାତ୍ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିଲେନି ପରିବାର।

ରାଗରେ ହସ୍ପିଟାଲରେ ଲଗାଇଲେ ନିଆଁ।

ତେଲେଙ୍ଗାନାର ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି।

ଏକ ଘରୋଇ ହସ୍ପିଟାଲରେ ସଠିକ୍ ଚିକିତ୍ସା ନ ମିଳିବାରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ପକ୍ଷରୁ ଦାବି କରାଯାଇଛି।

ତେବେ ପ୍ରକୃତରେ ଚିକିତ୍ସାରେ କ'ଣ ଅବହେଳା ହୋଇଥିଲା କି?

ନା ରାଗରେ ପରିବାର ଲୋକେ ଏପରି ପଦକ୍ଷେପ ନେଇଥିଲେ?

ଆସନ୍ତୁ ଜାଣିବା।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।