CM Declares 7 New Municipalities & 16 NACs on Self-Governance Day; Salepur Included

ସ୍ବାୟତ୍ତ ଶାସନ ଦିବସ ଅବସରରେ ବଡ଼ ଭେଟି ସ୍ବରୂପ ମୁଖ୍ୟମନ୍ତ୍ରୀ ଆଜି ଏକାଥରେ ୭ଟି ନୂଆ ମ୍ୟୁନିସିପାଲଟି ଓ ୧୬ଟି ନୂଆ ଏନଏସି ଘୋଷଣା କରିଛନ୍ତି। ୧୬ ଏନଏସି ଭିତରେ ସ୍ଥାନ ପାଇଛି ସାଲେପୁର ସହର। ଯାହାକୁ ନେଇ ବେଶ୍ ଖୁସି ଅଂଚଳବାସିନ୍ଦା। #otv

31 August 2025 09:30 PM IST

ସ୍ବାୟତ୍ତ ଶାସନ ଦିବସ ଅବସରରେ ବଡ଼ ଭେଟି ସ୍ବରୂପ ମୁଖ୍ୟମନ୍ତ୍ରୀ ଆଜି ଏକାଥରେ ୭ଟି ନୂଆ ମ୍ୟୁନିସିପାଲଟି ଓ ୧୬ଟି ନୂଆ ଏନଏସି ଘୋଷଣା କରିଛନ୍ତି। ୧୬ ଏନଏସି ଭିତରେ ସ୍ଥାନ ପାଇଛି ସାଲେପୁର ସହର। ଯାହାକୁ ନେଇ ବେଶ୍ ଖୁସି ଅଂଚଳବାସିନ୍ଦା। #otv

Disclaimer: This content has been automatically aggregated from televison for informational purposes. To read the original article, please visit televison.